ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ (Communities - News & Events)

INNetAds > Communities > News & Events

Item ID 1194521 in Category: Communities - News & Events

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ


ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇଦେବେ ରାଜ୍ୟ ସରକାର। ଶନିବାର ପୁରୀରେ ଆୟୋଜିତ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତେବେ ବିନା ସୁଧରେ ମହିଳାମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବ। ଏପରିକି ଡିଜିଟାଲ ସଶକ୍ତିକରଣ ଲାଗି ମୋବାଇଲ ଫୋନ ସହ ବ୍ଲକସ୍ତରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ମହିଳା ତଥା ୭୦ ଲକ୍ଷ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। To know more details visit our website http://www.dharitri.com/main/news/92623 or call us at our 0674 -2549302.


Related Link: Click here to visit item owner's website (0 hit)

Target State: Orissa
Target City : Bhubaneswar
Last Update : 07 January 2019
Number of Views: 35
Item  Owner  : 0674 -2549302
Contact Email:
Contact Phone: 09437279481

Friendly reminder: Click here to read some tips.
INNetAds > Communities > News & Events
 © 2019 INNetAds.com
2019-07-20 (0.072 sec)