ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା (Communities - News & Events)

INNetAds > Communities > News & Events

Item ID 1208268 in Category: Communities - News & Events

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା


ଫିଲ୍ମ ମାଧ୍ୟମରେ ଚାଲିଛି ନିର୍ବାଚନ ପ୍ରଚାର। ନିଜ ସଫଳତାର ପ୍ରଚାର ପ୍ରସାର ପାଇଁ ଫିଲ୍ମକୁ ମାଧ୍ୟମ କରୁଛନ୍ତି ରାଜନୈତିକ ଦଳ। ଆଗକୁ ସମଗ୍ର ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହାପୂର୍ବରୁ ଏଭଳି ପନ୍ଥା ଆପଣାଉଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର। ନିକଟରେ ରିଲିଜ ହୋଇଥିବା କେତେକ ହିନ୍ଦୀ ଫିଲ୍ମକୁ କେନ୍ଦ୍ର ସରକାରଙ୍କ ଇଲେକ୍ସନ୍‌ ପ୍ରୋପାଗାଣ୍ଡା କୁହାଯାଉଥିବା ବେଳେ ଏବେ ଏହି ଦୌଡରେ ରାଜ୍ୟ ସରକାର ସାମିଲ ହୋଇଥିବା ଚର୍ଚ୍ଚାହେଉଛି।
For more details visit our website or call us at : 0674 -2549302

Related Link: Click here to visit item owner's website (0 hit)

Target State: Orissa
Target City : Bhubaneswar
Last Update : 24 January 2019
Number of Views: 13
Item  Owner  : Dharitri
Contact Email:
Contact Phone: 0674-2548348

Friendly reminder: Click here to read some tips.
INNetAds > Communities > News & Events
 © 2019 INNetAds.com
2019-03-26 (0.071 sec)