ରାଜ୍ୟର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ (Communities - News & Events)

INNetAds > Communities > News & Events

Item ID 1211079 in Category: Communities - News & Events

ରାଜ୍ୟର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ


କେନ୍ଦ୍ର ସରକାର ଓଡ଼ିଶାକୁ ଠିକ୍‌ ସମୟରେ ଅର୍ଥ ପ୍ରଦାନ କରୁନାହାନ୍ତି। ଏହାଦ୍ୱାରା ରାଜ୍ୟର ଅନେକ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ବାବଦରେ କେନ୍ଦ୍ର ପ୍ରାୟ ୬୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ବାକି ରହିଛି। ତେଣୁ କେନ୍ଦ୍ର ଏହାକୁ ତୁରନ୍ତ ପ୍ରଦାନ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ରାଜ୍ୟର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି। For more details visit our website or call us at : 0674 -2549302


Related Link: Click here to visit item owner's website (1 hit)

Target State: Orissa
Target City : Bhubaneswar
Last Update : 29 January 2019
Number of Views: 37
Item  Owner  : Dharitrinews
Contact Email:
Contact Phone: 09437279481

Friendly reminder: Click here to read some tips.
INNetAds > Communities > News & Events
 © 2019 INNetAds.com
2019-08-25 (0.076 sec)