ଦୀପିକାଙ୍କୁ ଭାଲେଣ୍ଟାଇନ୍‌ ଡେ’ ଉପହାର (Communities - News & Events)

INNetAds > Communities > News & Events

Item ID 1221670 in Category: Communities - News & Events

ଦୀପିକାଙ୍କୁ ଭାଲେଣ୍ଟାଇନ୍‌ ଡେ’ ଉପହାର


ବଲିଉଡର ବହୁ ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର କପୁର ବିବାହ ପରେ ଏବର୍ଷ ପ୍ରଥମ ଭାଲେଣ୍ଟାଇନ୍‌ ଡେ’ ପାଳନ କରିବାକୁ ଯାଉଛନ୍ତି। ଆଉ ଏଥିପାଇଁ ରଣବୀର ଦୀପିକାଙ୍କୁ ଉପହାର ଦେବାକୁ ପୂରାପୂରି ପ୍ରସ୍ତୁତ ହୋଇ ସାରିଲେଣି। ଏବେ ସେ ତାଙ୍କ ଅଗାମୀ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। For more information visit our website: http://www.dharitri.com/main/news/98544 or call us at : 0674 -2549302.


Related Link: Click here to visit item owner's website (0 hit)

Target State: Orissa
Target City : Bhubaneswar
Last Update : 11 February 2019
Number of Views: 10
Item  Owner  : Dharitri
Contact Email:
Contact Phone: 09437279481

Friendly reminder: Click here to read some tips.
INNetAds > Communities > News & Events
 © 2019 INNetAds.com
2019-02-19 (0.053 sec)