ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ (Communities - News & Events)

INNetAds > Communities > News & Events

Item ID 1222506 in Category: Communities - News & Events

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ


ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୯ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୁନୀଲ ରାଏଙ୍କୁ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି କରାଯାଇଛି। ବିନୟାନନ୍ଦ ଝାଙ୍କୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ସିଦ୍ଧାର୍ଥ ନରଭଣେ ହୋଇଛନ୍ତି ଏଚ୍‌ଆର୍‌ପିସି ଏଡିଜି। for more details visit our website:http://www.dharitri.com/main/news/98713 or call us at 0674 -2549302.


Related Link: Click here to visit item owner's website (0 hit)

Target State: Orissa
Target City : Bhubaneswar
Last Update : 12 February 2019
Number of Views: 19
Item  Owner  : Dharitrinews
Contact Email:
Contact Phone: 0674 -2549302

Friendly reminder: Click here to read some tips.
INNetAds > Communities > News & Events
 © 2019 INNetAds.com
2019-04-20 (0.072 sec)