କୁପଓ୍ବାରାରେ ସର୍ଚ୍ଚ ଅପରେଶନ୍‌ (Communities - News & Events)

INNetAds > Communities > News & Events

Item ID 1235906 in Category: Communities - News & Events

କୁପଓ୍ବାରାରେ ସର୍ଚ୍ଚ ଅପରେଶନ୍‌


ଉତ୍ତର କଶ୍ମୀରର କୁପଓ୍ବାରା ଜିଲାରେ ସୁରକ୍ଷାକର୍ମୀଙ୍କ ମିଳିତ ସର୍ଚ୍ଚ ଅପରେଶନ୍‌ରେ ମିଳିଛି ସଫଳତା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ହନ୍ଦଓ୍ବାଡ଼ାସ୍ଥିତ ଲଙ୍ଗେଟ୍‌ ଅଞ୍ଚଳର ବାବାଗୁଣ୍ଡ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନାର ୨୨-ଆର୍‌ଆର୍‌, ୯୨-ସିଆରପିଏଫ୍‌ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନ ମିଳିତ ଭାବେ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। For more details visit our website: www.dharitri.com or call us at(0674 -2549302 /2548348).


Related Link: Click here to visit item owner's website (0 hit)

Target State: Orissa
Target City : Bhubaneswar
Last Update : 01 March 2019
Number of Views: 22
Item  Owner  : Dharitri.com
Contact Email:
Contact Phone: 09437279481

Friendly reminder: Click here to read some tips.
INNetAds > Communities > News & Events
 © 2019 INNetAds.com
2019-10-23 (0.070 sec)