ପାକିସ୍ତାନ ପୁଣି ମୋର୍ଟାର ସେଲିଂ ମାଡ଼ (Communities - News & Events)

INNetAds > Communities > News & Events

Item ID 1250175 in Category: Communities - News & Events

ପାକିସ୍ତାନ ପୁଣି ମୋର୍ଟାର ସେଲିଂ ମାଡ଼


ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ମଙ୍ଗଳବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲା ଅଖନୁର୍‌ ଏବଂ ସୁନ୍ଦରବାଣି ସେକ୍ଟରରେ ପୂର୍ବାହ୍ନ ୧୦ଟା ୪୫ରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ପୋଷ୍ଟରୁ ମୋର୍ଟାର ସେଲିଂ ମାଡ଼ ଆରମ୍ଭ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ନ ଥିବା ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। ଲଗାତାର ତୃତୀୟ ଦିନ ଧରି ଏଠାରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ସେଲିଂ ମାଡ଼ ଜାରି ରହିଛି। Get more call us at(0674 -2549302 /2548348) or http://www.dharitri.com.


Related Link: Click here to visit item owner's website (0 hit)

Target State: Orissa
Target City : Bhubaneswar
Last Update : 19 March 2019
Number of Views: 35
Item  Owner  : Dharitri.com
Contact Email:
Contact Phone: 09437279481

Friendly reminder: Click here to read some tips.
INNetAds > Communities > News & Events
 © 2019 INNetAds.com
2019-10-23 (0.071 sec)